ରାଜ୍ୟରେ ସଚିବ ଶାସନକୁ ନେଇ କଟାକ୍ଷ କଲେ ନରସିଂହ ମିଶ୍ର

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ଗୃହରେ ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଆନ୍ଦୋଳନକାରୀଙ୍କ ଭୁଲ୍ କଣ? କଣ ହକ ମାଗିପାରି ବେନି ସେମାନେ। ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୃହରେ କହୁଛନ୍ତି କି ସିଏମଓ ଯାଉଛି … Continue reading ରାଜ୍ୟରେ ସଚିବ ଶାସନକୁ ନେଇ କଟାକ୍ଷ କଲେ ନରସିଂହ ମିଶ୍ର